Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ସଦର: ଅନ୍ତୋଦୟ ଗୃହ ଯୋଜନା କଲା ଦିବ୍ୟଙ୍ଗ ଦିଗମ୍ବରଙ୍କ ସ୍ଵପ୍ନ ସାକାର

Sadar, Kalahandi | Jul 31, 2025
ଶ୍ରୀ ଦିଗମ୍ବର ଠେଲା ତାଙ୍କ ଧର୍ମପତ୍ନୀଙ୍କ ସହ ଏକ ଛୋଟ ତେଜରାତି ଦୋକାନ ଚଳାଇ ନିଜ ଜୀବିକା ନିର୍ବାହ କରନ୍ତି l ତାଙ୍କର ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହଯୋଗରେ ମାତ୍ର ୪ ମାସ ମଧ୍ୟରେ ଶ୍ରୀ ଠେଲାଙ୍କ ନୂଆ ଘର ନିର୍ମାଣ କାମ ସଫଳ ଭାବରେ ସମାପ୍ତ ହୋଇଛି
ସଦର: ଅନ୍ତୋଦୟ ଗୃହ ଯୋଜନା କଲା ଦିବ୍ୟଙ୍ଗ ଦିଗମ୍ବରଙ୍କ ସ୍ଵପ୍ନ ସାକାର - Sadar News