Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ସିମୁଳିଆ: ଜୟୀପୁର ଠାରେ ଗୋଟିଏ ରାସ୍ତା କୁ ଦୁଇ ଥର ଶିଳାନ୍ୟାସ

Similia, Balasore | Dec 10, 2025
ଗୋଟିଏ ରାସ୍ତା କୁ ଦୁଇ ଥର ଶିଳାନ୍ୟାସ, ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଜୟୀପୁର ଗ୍ରାମ କୁ ନୂତନ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 4 କୋଟି 56 ଲକ୍ଷ ଟଙ୍କା ର ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଗତ 7 ତାରିଖ ରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ସମେତ ବିଭାଗ ପକ୍ଷରୁ ଜେଇ ଓ ଏସଡ଼ିଓ ଉପସ୍ଥିତ ଥିଲେ l ହେଲେ ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟା ଉପସ୍ଥିତ ନଥିଲେ କି ତାଙ୍କୁ ଡ଼କାଯାଇନଥିଲା l ଆଜି ସରପଞ୍ଚ ଓ ସମିତି ସଭ୍ୟା ମାନେ ନିଜ କର୍ମୀ ମାନଙ୍କୁ ନେଇ ଉକ୍ତ ରାସ୍ତା ର ନଡ଼ିଆ ଫଟାଇ ପୁଣି ଥରେ ଶିଳାନ୍ୟାସ କରିଥିଲେ l