ଝାରସୁଗୁଡା: ଝାରସୁଗୁଡ଼ାରେ ମହାସ୍ୱଚ୍ଛତା ଅଭିଯାନ: ଝଣ୍ଡାଚୌକରେ ସଫେଇ କଲେ ପ୍ରଶାସନ ଓ ସ୍ୱଚ୍ଛକର୍ମୀ
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଝଣ୍ଡାଚୌକଠାରେ ମହାସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ସ୍ୱଚ୍ଛକର୍ମୀଙ୍କ ସହ ମିଶି ଅଧିକାରୀମାନେ ସଫେଇ କାର୍ଯ୍ୟରେ ସାମିଲ ହୋଇ ସ୍ୱଚ୍ଛ ଓ ସୁନ୍ଦର ଝାରସୁଗୁଡ଼ା ଗଠନ ପାଇଁ ଜନସାଧାରଣଙ୍କୁ ସଚେତନ କରିଛନ୍ତି।