Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
bouddhatimes7
4
ଶିକ୍ଷା ବଞ୍ଚାଅ ଆନ୍ଦୋଳନ ପରେ ଅନିକେତ୍ ଦାନୀ କଣ କହିଲେ ଶୁଣନ୍ତୁ
Baudh Sadar, Boudh (Bauda)
| Jul 15, 2026
MORE NEWS
ରେଳ ସୁଡ଼ଙ୍ଗ ଭିତରେ ପଡ଼ୁଛି ଏଭଳି ସିମେଣ୍ଟ ସ୍ଲିପର #IndianRailway #RailwayTunnel #CimentSliper #RailwayLineUpdate #RailwayTunnelUpdate #OdishaTour #odishatour #OdishaTourUpdate
Baudh Sadar, Boudh (Bauda) | Jul 26, 2026
Baudh Sadar, Boudh (Bauda) | Jul 26, 2026
🫵ଚାରିଛକ ଠିଡ଼ିକାଯୋର ବାହୁଡା଼ ଯାତ୍ରା #Charichhak #Thhidikajora #JaiJagannath #OdishaTour
Baudh Sadar, Boudh (Bauda) | Jul 26, 2026
ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି। #Baudh #Agriculture #FarmersFirst #OdishaNews #SDC #Odisha #GroundReality
Baudh Sadar, Boudh (Bauda) | Jul 26, 2026
କେମିତି ମନମୁଣ୍ଡା ପୋଲିସ ଗଂଜେଇ ସହ ମାଫିଆ ଗିରଫ
Baudh Sadar, Boudh (Bauda) | Jul 25, 2026