ପାରଳାଖେମୁଣ୍ଡି: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ଷଷ୍ଠ ଆନ୍ତର୍ଜାତିକ ଜିଆଇଏସ୍ ଦିବସ
ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଷଷ୍ଠ ଆନ୍ତର୍ଜାତିକ ଜିଆଇଏସ୍ ଦିବସ ଓ 'ଜିଓସ୍ପେସ୍-୨୦୨୬' ସମ୍ମିଳନୀ ଅନୁଷ୍ଠିତ। ସ୍ଥାୟୀ ବିକାଶ ଓ ନବସୃଜନ ପାଇଁ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାର ନେଇ ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।