ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀରେ ଖଇରାରେ ସେବାର ନିଆରା ପଦକ୍ଷେପ! ❤️🩸
ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଖଇରାରେ ମାଲ୍ୟାର୍ପଣ, ରୋଗୀଙ୍କୁ ଫଳ ବଣ୍ଟନ ସହ ଅଡାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। 🩸
👏 ଶିବିରରେ ୮୫ ୟୁନିଟ୍ ରକ୍ତ ସଂଗ୍ରହ — ମାନବସେବାର ଏକ ସୁନ୍ଦର ଉଦାହରଣ।
ଆପଣଙ୍କ ମତରେ, ଏଭଳି ସେବା କାର୍ଯ୍ୟ ଆହୁରି ବଢ଼ିବା ଉଚିତ କି? ❤️👇
#GandhiJayanti #ShastriJayanti #Khaira #BloodDonation #OdishaNews #RCNODIA #ସାଧାରଣଲୋକଙ୍କସ୍ୱର
Bhadrak Rural, Bhadrak | Oct 3, 2026