🚨 ବ୍ରେକିଂ ନ୍ୟୁଜ୍ | ସିମୁଳିଆ 🚨
ଘାସ କାଟିବାକୁ ଯାଇଥିଲେ… ହେଲେ ଆଉ ଘରକୁ ଫେରିଲେ ନାହିଁ! 💔
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ସାନ ମଇତାପୁର ଘୁସୁରିପଦା ଗାଁରେ ଅଘଟଣ। ପାଣିରେ ପଡ଼ିଥିବା ଅବସ୍ଥାରେ ୪୩ ବର୍ଷୀୟ ଗଣେଶ ଖିଲାରଙ୍କ ମୃତଦେହ ଉଦ୍ଧାର ହୋଇଛି।
☀️ ଅସହ୍ୟ ଖରାରେ ମୁଣ୍ଡ ଘୁରାଇ ପାଣିରେ ପଡ଼ିଥିଲେ କି?
❓ ନା ମୃତ୍ୟୁ ପଛରେ ରହିଛି ଅନ୍ୟ କିଛି କାରଣ?
ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
👉 ଘଟଣା ସମ୍ପର୍କରେ ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ।
🔴 ଏଭଳି ତାଜା ଖବର ପାଇଁ RCN ODIAକୁ Follow କରନ୍ତୁ।
#BreakingNews #Simulia #Balasore #OdishaNews #RCNOdia #OdiaNews #LatestNews #ViralNews #ଅଘଟଣ #ବାଲେଶ୍ୱର #ସିମୁଳିଆ #ବ୍ରେକିଂନ୍ୟୁଜ୍
Bhadrak Rural, Bhadrak | Oct 3, 2026