ଗୁଣୁପୁର: ଗୁଣୁପୁରରେ ଧୁମଧାମରେ ପାଳିତ ହେଉଛି କାଳୀପୂଜା: ITDA କାର୍ଯ୍ୟାଳୟ ନିକଟରେ ଭକ୍ତଙ୍କ ଭିଡ଼
ଗୁଣୁପୁର ସହରର ITDA କାର୍ଯ୍ୟାଳୟ ନିକଟରେ କାଳୀପୂଜା ଅବସରରେ ମାଆଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା ଜାରି ରହିଛି।