SMS News Bureau Fertilizer
ଜଲଦା ସର୍କଲ ତନ୍ତୀ ସମାଜ ର ନୂତନ କମିଟି ଗଠନ।
ଜଲଦା ସର୍କଲ ତନ୍ତୀ ସମାଜ ଉପ କେନ୍ଦ୍ର ସଭା ଗୃହ ରେ ନୂତନ କମିଟି ଗଠିତ ହୋଇଯାଇଛି । ବୈଠକରେ ସର୍ଵ ସମ୍ମତି କ୍ରମେ ନାମ ଘୋଷଣା କରାଯାଇଥିଲା ଏଥିରେ ଜଳଦା ସର୍କଲ ସଭାପଟି ଭାବେ ରାଜକିଶୋର ଭଞ୍ଜ , ସାଧାରଣ ସମ୍ପାଦକ ଭାବେ ସୁରେନ୍ଦ୍ର ତନ୍ତୀ ମନୋନୀତ ହୋଇଛନ୍ତି। ଉକ୍ତ ବୈଠକ ରେ କେନ୍ଦ୍ର କମିଟି ପକ୍ଷରୁ ଆସିଥିବା ପର୍ଯ୍ୟବାକ୍ଷକ ଶ୍ରୀ ରତନ ତନ୍ତୀ, ଓ ଶ୍ରୀ ବିନୋଦ ତନ୍ତୀ ତଥା ଶ୍ରୀ ମଦନନନ୍ଦ୍ ତନ୍ତୀ, ପୂର୍ବତନ ସଭାପତି ଗଜେନ୍ଦ୍ର ତନ୍ତୀ, ପର୍ମା ତନ୍ତୀ. ଲକ୍ଷ୍ମୀଧର ତନ୍ତୀ, ସୁରେଶ ତନ୍ତୀ, ସୁରଜ ତନ୍ତୀ, କାର୍ତ୍ତିକ ତନ୍ତୀ, ଶୁଶାନ୍ତ ତନ୍ତୀ, ସବିତା ତନ୍ତୀ ପ୍ରମୁଖ ଙ୍କ ସମେତ ତନ୍ତୀ ସମାଜ ର ଅନ୍ଯାନ ସଦସ୍ୟ ଉପସ୍ଥିତ ଥିଲେ।
#smsnewsnetwork #jalda #rajkishorebhanja #tantisamaja