ଚିକିଟି: ଖୋର୍ଦ୍ଧା ପି.ଏନ୍. କଲେଜ ABVP ସଭାପତି ଭାବେ ନିର୍ବାଚିତ ହେଲେ ବମକେଇର ଝିଅ ଡି. ନନ୍ଦିନୀ
Chikiti, Ganjam | Oct 20, 2026
ଖୋର୍ଦ୍ଧା ପି.ଏନ୍. ଅଟୋନୋମସ୍ କଲେଜରେ ଏବିଭିପି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବମକେଇ ଗ୍ରାମର ଡି. ନନ୍ଦିନୀ। ତାଙ୍କର ଏହି ସଫଳତା ପାଇଁ ବିଧାୟକ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।