ଲଖନପୁର: Census 2027 Preparation: ମାଷ୍ଟର ଟ୍ରେନର୍ସଙ୍କୁ ପ୍ରଶିକ୍ଷଣ, ଯୋଗଦେଲେ ମନ୍ତ୍ରୀ ସୁରେଶ ପୂଜାରୀ
ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ। ଭୁବନେଶ୍ୱର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ମାଷ୍ଟର ଟ୍ରେନର୍ସଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ସୁରେଶ ପୂଜାରୀ। ସଠିକ୍ ଓ ଡିଜିଟାଲ୍ ଜନଗଣନା ପାଇଁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ।