ବାଲେଶ୍ଵର ରୂପସା ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକ ମୃତ
Baleshwar, Balasore | Nov 22, 2026
ବାଲେଶ୍ଵର ଜିଲ୍ଲା ରୂପସା ରେଲୱେ ଗେଟ ନିକଟରେ ଚଳନ୍ତା ରାଧିକାପୁର ଏକ୍ସପ୍ରେସରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଜିଆରପି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।