Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Hardoi
Cricket
Lucknow
लखनऊ
Crimenews

ଜଟଣୀ: ରେଳ ଷ୍ଟେସନରେ ସ୍ୱଚ୍ଛ, ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ ପାଇଁ ବିଶେଷ ଅଭିଯାନରେ ଯୋଗ ଦେଲେ ରେଳ ମଣ୍ଡଳ ପ୍ରବନ୍ଧକ

Jatani, Khordha | Oct 8, 2025
ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍ୱଚ୍ଛ, ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ ପାଇଁ ବିଶେଷ ଅଭିଯାନରେ ଯୋଗ ଦେଲେ ରେଳ ମଣ୍ଡଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ | ଏହି କାର୍ଯ୍ୟକ୍ରମ 8 ତାରିଖ ଅପରାହ୍ନ 5 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |
ଜଟଣୀ: ରେଳ ଷ୍ଟେସନରେ ସ୍ୱଚ୍ଛ, ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ ପାଇଁ ବିଶେଷ ଅଭିଯାନରେ ଯୋଗ ଦେଲେ ରେଳ ମଣ୍ଡଳ ପ୍ରବନ୍ଧକ - Jatani News