ଆଙ୍କର -କୁହୁଡି ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘର ଭିରତକୁ ପଶିଗଲା ବସ । ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଯାତ୍ରୀବାହି ବସ ଦୁର୍ଘଟଣା। ଜୟ ଭୋଲେ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ସମସ୍ତ ଯାତ୍ରୀ । ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବସ୍। ବସ୍ ରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା। ସୂଚନାମୁତାବକ ବିଳମ୍ବିତ ରାତିରେ ଅତ୍ୟଧିକ କୁହୁଡି ପାଇଁ ଭାରସାମ୍ୟ ହରାଇ ମନମୁଣ୍ଡା ନିକଟରେ ଏକ ଘର ଭିତରେ ପସ