ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ରେ ଏଚ ଆର ବି ଗୃପ ପକ୍ଷରୁ ସ୍ଥାନୀୟ ହାଟ ଆଡ଼ିଆ ଷ୍ଟାଡିୟମ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା,ଏହି ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ସେନା ଅଧିକାରୀ କିଶୋଇ ନାୟକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବନଖଣ୍ଡ ବନାଧିକାରୀ ସୁଶାନ୍ତ କୁମାର ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ,ଭାଗ୍ଯରଥି ସେଠୀ ଓ ବିଶେଷ ଅତିଥି ଭାବେ ଅବସରପ୍ରାପ୍ତ ସେବାକର୍ମୀ ରବିନାରାୟଣ ନନ୍ଦ ଓ ବିଦ୍ୟାଧର ପଡିହାରି ଯୋଗ ଦେଇ ଯୁବକ୍ରିଡ଼ା ବିତ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ। ଆଜି ଦିନ ୪ ଘଟିକା ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା