ଭଦ୍ରକ ଗ୍ରାମାଞ୍ଚଳ: ତିହିଡିରେଦିବଙ୍ଗତନେତାବିଷ୍ଣୁସେଠୀଙ୍କତୃତୀୟ ଶ୍ରାଦ୍ଧବାର୍ଷିକୀପାଳିତ।ଉଚ୍ଚଶିକ୍ଷାମନ୍ତ୍ରୀସୂର୍ଯ୍ୟବଂଶୀ ସୂରଜତିହିଡିସ୍ଥିତବାସଭବନରେପିଣ୍ଡଦାନ
ଭଦ୍ରକ ଜିଲ୍ଲା ତିହିଡି ଠାରେ ଦିବଙ୍ଗତ ନେତା ତଥା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ତିହିଡି ସ୍ଥିତ ନିଜ ବାସଭବନ ରେ ପିଣ୍ଡ ଦାନ କରିବା ସହିତ ସମାଧି ସ୍ଥଳରେ ନିଜ ସମର୍ଥକଙ୍କ ସହିତ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତିି। ଏଥିସହିତ ତିହିଡି କାଳୀ ପଡିଆ ଠାରେ ଏକ ସଭା ଆୟୋଜନ ହୋଇଥିବା ସୂଚନା ମିଳିଛି। ଆଜି ୧୦.୩୦ ମିନିଟ ସମୟରେ ପିଣ୍ଡଦାନ କରିଥିବା ସୂଚନା ମିଳିଛି।