କଟକ ପୌରାଞ୍ଚଳ: କଟକ ମହାନଦୀ ବିହାରରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
କଟକ ମହାନଦୀ ବିହାରରେ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ ଶିବିର-୨୦୨୬। ଏଥିରେ ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ରୋଗୀଙ୍କୁ ମାଗଣା ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଦେଇଛନ୍ତି। ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ଓ ସମ୍ ହସ୍ପିଟାଲର ମିଳିତ ପ୍ରୟାସରେ ଏହା ଆୟୋଜିତ ହୋଇଥିଲା।