Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ କଂଗ୍ରେସ ର ଭଦ୍ରକ ଜିଲ୍ଲା ର ସଭାପତି ଚୟନରେ ବାଟ ଫିଟୁନାହିଁ। କେନ୍ଦ୍ର ବା ରାଜ୍ୟ ର ବରିଷ୍ଠ ନେତା ଚିନ୍ତାରେ

Bhadrak Rural, Bhadrak | Sep 15, 2025
ଭଦ୍ରକ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତି ଚୟନ ପ୍ରକିୟା ମୁଣ୍ଡ ଟେକିଛି ଦଳୀୟ ବିବାଦ, ଜିଲ୍ଲା ସଭାପତି ଚୟନ ପ୍ରକିୟା ରେ ଦେଖିବାକୁ ମିଳିଛି କର୍ମୀ ଙ୍କ ନାହିଁ ନଥିବା ଅସୋନ୍ତଷ। ଜିଲ୍ଲା ସଭାପତି ଦୈଡ ଆଗରେ ଅସିତ ପଟ୍ଟନାୟକ ଥିବା ବେଳେ ପୂର୍ବତନ ଜିଲ୍ଲା କାର୍ଯ୍ୟ କାରି ସଭାପତି ନଳୀନ କାନ୍ତ ମହାନ୍ତି ସମେତ ପୂର୍ବତନ ଜିଲ୍ଲା କାର୍ଯ୍ୟ କାରି ସଭାପତି ସୁବ୍ରତ ଦାସ , ପୂର୍ବତନ ଜିଲ୍ଲା ସମ୍ପାଦକ ଦେବରୁପ ମହାନ୍ତି, ସତ୍ୟାନନ୍ଦ ରାଉତ ଙ୍କ ସମେତ ଅନେକ ଜିଲ୍ଲା ସଭାପତି ଦୈଡରେ ଅଛନ୍ତି, ଯାହାକୁ ନେଇ ଆଜି ଦିନ ୫ ଘଟିକା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ରେ କଂଗ୍ରେସ ର ଭଦ୍ରକ ଜିଲ୍ଲା ର ସଭାପତି ଚୟନରେ ବାଟ ଫିଟୁନାହିଁ। କେନ୍ଦ୍ର ବା ରାଜ୍ୟ ର ବରିଷ୍ଠ ନେତା ଚିନ୍ତାରେ - Bhadrak Rural News