ପାରଳାଖେମୁଣ୍ଡି: ବଂଶଧାରା ନଦୀରେ ନେରେଡି ପ୍ରକଳ୍ପ: ପାରଳାଖେମୁଣ୍ଡିରେ ଓଡ଼ିଶା-ଆନ୍ଧ୍ର ଅଧିକାରୀଙ୍କ ବୈଠକ
ଗଜପତି କାଶୀନଗର ବଂଶଧାରା ନଦୀରେ ନେରେଡି ପ୍ରକଳ୍ପ ନିର୍ମାଣକୁ ନେଇ ପାରଳାଖେମୁଣ୍ଡିରେ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଭାବିତ ଅଞ୍ଚଳର ପ୍ରତିନିଧିମାନେ କ୍ଷତିପୂରଣ ଓ ସିଧାସଳଖ ଆଲୋଚନା ପାଇଁ ରଖିଲେ ପ୍ରସ୍ତାବ।