Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews
No video available

କେନ୍ଦୁଝର ସହର: ମନୋହରପୁର ଠାରେ ମା ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ସଭାପତି

ଆଜି ହରିଚନ୍ଦନପୁର ବ୍ଲକ ମନୋହରପୁର ଠାରେ ମା ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁଓ ସ୍ଥାନୀୟ ପରତିନିଧି ,କାର୍ଯ୍ୟକର୍ତ୍ତା ଙ୍କ ସହ ଯୋଗଦେଇଥିଲେ। ତେଲକୋଇ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ l

MORE NEWS

#ଶିକ୍ଷକଙ୍କୁ_ଅଶାଳୀନ_ଭାଷାରେ_ଗାଳି_ଦେବା_ପଡ଼ିଲା_ମହଙ୍ଗା 
ପୁରୀ ଜିଲ୍ଲାର ଏକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କୁ ଜଣେ ଅଭିଭାବକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଘଟଣା ସମଗ୍ର ଶିକ୍ଷକ ସମାଜକୁ ଆଘାତ ଦେଇଥିଲା। ଘଟଣାସ୍ଥଳରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ  ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
#pabitranewsodisha #latastnewsupdate #pabitranews #BreakingNews

#ଶିକ୍ଷକଙ୍କୁ_ଅଶାଳୀନ_ଭାଷାରେ_ଗାଳି_ଦେବା_ପଡ଼ିଲା_ମହଙ୍ଗା ପୁରୀ ଜିଲ୍ଲାର ଏକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କୁ ଜଣେ ଅଭିଭାବକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଘଟଣା ସମଗ୍ର ଶିକ୍ଷକ ସମାଜକୁ ଆଘାତ ଦେଇଥିଲା। ଘଟଣାସ୍ଥଳରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । #pabitranewsodisha #latastnewsupdate #pabitranews #BreakingNews

Kendujhar Town, Kendujhar | Jul 14, 2026

#ଟ୍ରକ_ସହ_ବୋଲେରୋ_ମୁହାଁ_ମୁହିଁ_ଧକ୍କା
କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ   ଟ୍ରକ ସହ ବୋଲୋରୋ ଗାଡି ମୁହାଁ ମୁହିଁ ଧକ୍କା।ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ର ସହଯୋଗ ରେ ୬ ଗୁରୁତର ଙ୍କୁ ମେଡିକାଲ କଲେ ସ୍ଥାନାନ୍ତର।
#breakingnews #odishanews #latastnewsupdate

#ଟ୍ରକ_ସହ_ବୋଲେରୋ_ମୁହାଁ_ମୁହିଁ_ଧକ୍କା କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ ଟ୍ରକ ସହ ବୋଲୋରୋ ଗାଡି ମୁହାଁ ମୁହିଁ ଧକ୍କା।ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ର ସହଯୋଗ ରେ ୬ ଗୁରୁତର ଙ୍କୁ ମେଡିକାଲ କଲେ ସ୍ଥାନାନ୍ତର। #breakingnews #odishanews #latastnewsupdate

Kendujhar Town, Kendujhar | Jul 14, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୨ ଦିନର ଅପେକ୍ଷା। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ତିନି ରଥ ଓ ବଡ଼ ଦାଣ୍ଡ ପ୍ରସ୍ତୁତ । 
#RathaJatra #JaiJagannatha #RathaJatra2026 #RathaYatra #pabitranewsodisha

ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୨ ଦିନର ଅପେକ୍ଷା। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ତିନି ରଥ ଓ ବଡ଼ ଦାଣ୍ଡ ପ୍ରସ୍ତୁତ । #RathaJatra #JaiJagannatha #RathaJatra2026 #RathaYatra #pabitranewsodisha

Kendujhar Town, Kendujhar | Jul 14, 2026