ପୋଲସରା: ଗଞ୍ଜାମ ପିପୁଲ୍ସ କଲେଜରେ ରାଜନୀତି ବିଭାଗର ନବାଗତଙ୍କ ସ୍ବାଗତ ସମ୍ବର୍ଦ୍ଧନା
ଗଞ୍ଜାମର ପିପୁଲ୍ସ କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୦୯/୦୯/୨୬ ତାରିଖ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ ।