ଗରଦପୁର: କୁରୁଜଙ୍ଗାର ପଞ୍ଚାୟତ ବିଦ୍ୟାଳୟର ଅସୁବିଧା ସମାଧାନ ପାଇଁ ବିଜେପିର ନେତାଙ୍କ ଚେଷ୍ଟା
Garadpur, Kendrapara | Sep 10, 2026
କୁରୁଜଙ୍ଗା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁବିଧା ଦୂର କରିବା ପାଇଁ ପାଟକୁରାର ବିଜେପି ନେତାମାନେ ସହଯୋଗ କରିବା ଚେଷ୍ଟା କରୁଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକମାନେ ମଧ୍ୟ ମତାମତ ପ୍ରଦାନ କରିଛନ୍ତି।