Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
No video available

ଉଲୁଣ୍ଡା: ପିପିଲିକାନି ସ୍ଥିତ ନାରାୟଣୀ ମନ୍ଦିର ପରିସରରେ ସୁନ୍ଦରାକାଣ୍ଡ ପାରାୟଣ , ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

ପିପିଲିକାନି ସ୍ଥିତ ନାରାୟଣୀ ମନ୍ଦିର ପରିସରରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ପପିଲିକାନି ଗ୍ରାମବାସିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପାରାୟଣକୁ ବ୍ୟାସ ଭାବରେ ଶ୍ୟାମ ସୁନ୍ଦର ମିଶ୍ର ଯୋଗଦେଇ ସୁନ୍ଦରାକାଣ୍ଡ ସଂଗୀତ ମୟ ପାରାୟଣ କରିଥିଲେ l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଉଠାଇଥିବ ଦେଖିବାକୁ ମିଳିଛି l