ଜଳେଶ୍ୱର ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଆସିବା ଫଳରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଚାଷ ଜମି ଜଳମଗ୍ନ ହୋଇଥିବାରୁ ଫସଲ ହାନି ନେଇ ଚାଷୀ ମହଲରେ ଚିନ୍ତା ବଢ଼ିବାରେ ଲାଗିଛି।