Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକଜିଲ୍ଲାପାଳଭଦ୍ରକଜିଲ୍ଲାରେ୩ଲକ୍ଷ ବୃକ୍ଷରୋପଣ କରିବାପାଇଁ ଭଦ୍ରକ ଜିଲ୍ଲା ବାସୀଙ୍କୁଅନୁରୋଧ କରିଛନ୍ତି,ମତପ୍ରକାଶକରିଛନ୍ତି ଦିଲିପରାଉତରାୟ

Bhadrak Rural, Bhadrak | Sep 16, 2025
ଭଦ୍ରକ ଜିଲ୍ଲା ରେ ବିଶ୍ବ ପରିବେଷ ଦିବସ ଜୁନ ୫ ତାରିଖ ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।ଏହି ଅବସରରେ ସାରା ଭାରତ ବର୍ଷରେ ଏକ ପେଡ ମା କେ ନାମ ର ଦିତିୟ ସଂସ୍କରଣ ବଳବତ୍ତର ରହିଛି ଓଡିଶା ସରକାର ସେପ୍ଟେମ୍ବର ୧୭ ତାରିଖ ଗୋଟିଏ ଦିନ ରେ ୭୫ ଲକ୍ଷ ବୃକ୍ଷରୋପଣ କରିବାର ଏକ ଅଭିନବ ପରିକଳ୍ପନା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ରେ ୩ଲକ୍ଷ ବୃକ୍ଷରୋପଣ ପାଇଁ ଲକ୍ଷ ରଖାଯାଇଛି। ଆଜି ଦିନ ୧୨ ଘଟିକା ସମୟରେ ଭଦ୍ରକ ଜିଲ୍ଲା ପାଳ ଦିଲିପ ରାଉତ ରାୟ ମତପ୍ରକାଶ କରିଛନ୍ତି।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକଜିଲ୍ଲାପାଳଭଦ୍ରକଜିଲ୍ଲାରେ୩ଲକ୍ଷ ବୃକ୍ଷରୋପଣ କରିବାପାଇଁ ଭଦ୍ରକ ଜିଲ୍ଲା ବାସୀଙ୍କୁଅନୁରୋଧ କରିଛନ୍ତି,ମତପ୍ରକାଶକରିଛନ୍ତି ଦିଲିପରାଉତରାୟ - Bhadrak Rural News