ମେରାମଣ୍ଡଳୀ ସ୍ଥିତ ଟାଟାଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ଆୟୋଜିତ ଜନଶୁଣାଣିକୁ ତାଳ ବାହାଳ ଗ୍ରାମବାସୀଙ୍କ ବିରୋଧ। ନିଯୁକ୍ତି ଓ ଥଇଥାନ ପାଇଁ ଦାବି କଲେ ଗ୍ରାମବାସୀ।
#TataSteel #meramandali #dhenkanal #anugul #tatasteelmeramandali #angulexpress
Anugul, Angul | Jun 27, 2026