ଶେରଗଡ଼ ଓ ହିଞ୍ଜିଳିରେ ପହଞ୍ଚି ଚାଷୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଶୁଣିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ବାତ୍ୟା ଅର୍ଣ୍ଣବରେ ଆସିଥିବା ବନ୍ୟା ଗଞ୍ଜାମବାସୀଙ୍କ ଘଟାଇ ଥିବା କ୍ଷତି ଅକଳ୍ପନୀୟ ବୋଲି କହିଲେ ନବୀନ ।
#OdishaNews #pabitranewsodisha #cyclone #ganjam
Kendujhar Town, Kendujhar | Nov 7, 2026