ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦେଶ: ବିପଦ ସଂକୁଳ କୋଠା ଭାଙ୍ଗିବା ଆରମ୍ଭ
Bhubaneswar, Khordha | Sep 7, 2026
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ସରକାରୀ ବିପଦ ସଂକୁଳ କୋଠାଗୁଡିକୁ ଭାଙ୍ଗିବାକୁ ନିର୍ଦେଶ ମିଳିଛି। ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ପାଚେରୀ ଭାଙ୍ଗିବାରି ମଧ୍ୟ ନିର୍ଦେଶ ଦିଆଯାଇଛି।