କଟକ ପୌରାଞ୍ଚଳ: କଟକ ମେୟର ସୁବାସ ସିଂହ ଭେଟିଲେ ସମାଜସେବୀ ଅକ୍ଷୟ କୁମାର ଦାସଙ୍କୁ
କଟକ ମହାନଗର ନିଗମର ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ମେୟର ସୁବାସ ସିଂହ, ବିଶିଷ୍ଟ ସମାଜସେବୀ ତଥା ଊଣାଇଶ ଶହ ଅଣସ୍ତୁରି ଛାତ୍ର ଆନ୍ଦୋଳନର ନେତା ଅକ୍ଷୟ କୁମାର ଦାସଙ୍କୁ ସାକ୍ଷାତ କରିଛନ୍ତି। ଏକାଅଶୀ ବର୍ଷୀୟ ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଅନୁଭୂତି ସମ୍ପର୍କରେ ମେୟର ଆଲୋଚନା କରିଛନ୍ତି।