Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ଜୟପୁର ଚାମ୍ବର ଅଫ୍ କମର୍ସ ମେମ୍ବର ମାନଙ୍କୁ ମିଳିବ ଅଧିକ ଲାଭ। ହୋଟେଲ, ହସ୍ପିଟାଲ୍, ଶୋ-ରୁମ୍ ଭଳି ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ସ୍ବତନ୍ତ୍ର ଡିସକାଉଣ୍ଟ ଦେବା ପାଇଁ ରାଜି ହୋଇଛନ୍ତି। ଆହୁରି ଅନେକଙ୍କ ସହିତ ଆଲୋଚନା ଚାଲିଛି। JCCI ସଭାପତି ସଞ୍ଜୟ ଜୈନ ଏହା ସ୍ପଷ୍ଟ କରିଛନ୍ତି। ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ JCCI ର ଅଫିସିଆଲ୍ ୱେବସାଇଟ ଉଦ୍ଘାଟନ ଅବସରରେ ସେ ଏହି ଘୋଷଣା କରିଛନ୍ତି ।

Koraput Town, Koraput | Jun 8, 2026

MORE NEWS

ଜୟପୁର ଚାମ୍ବର ଅଫ୍ କମର୍ସ ମେମ୍ବର ମାନଙ୍କୁ ମିଳିବ ଅଧିକ ଲାଭ। ହୋଟେଲ, ହସ୍ପିଟାଲ୍, ଶୋ-ରୁମ୍ ଭଳି ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ସ୍ବତନ୍ତ୍ର ଡିସକାଉଣ୍ଟ ଦେବା ପାଇଁ ରାଜି ହୋଇଛନ୍ତି। ଆହୁରି ଅନେକଙ୍କ ସହିତ ଆଲୋଚନା ଚାଲିଛି। JCCI ସଭାପତି ସଞ୍ଜୟ ଜୈନ ଏହା ସ୍ପଷ୍ଟ କରିଛନ୍ତି। ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ JCCI ର ଅଫିସିଆଲ୍ ୱେବସାଇଟ ଉଦ୍ଘାଟନ ଅବସରରେ ସେ ଏହି ଘୋଷଣା କରିଛନ୍ତି । - Koraput Town News