ଦେବଗଡ: ଦେବଗଡ଼ରେ ମା’ ରମ୍ଭାଦେବୀଙ୍କ ଗଣ ପର୍ବ ପାଳିତ: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ଦେବଗଡ଼ ଜିଲ୍ଲା ବାରକୋଟରେ ଶହ ଶହ ବର୍ଷର ପୁରୁଣା ଇଷ୍ଟ ଦେବୀ ମା’ ରମ୍ଭାଦେବୀଙ୍କ ଗଣ ପର୍ବ ବେଶ ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।