Public App Logo
Jansamasya
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab
Pratapgarh
Live
Westbengal
Ballia
Mirzapur
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Faridabad

ବଡସାହି: ଭଦୁଶୋଳ, ବାଲିପାଳ,ଯାମଦାପାଳ, କାଞ୍ଚନପାଳରେ ଥିବା ବେଆଇନ ବାଲି ଡିପୋରେ ଚଢାଉକରି ବିପୁଳ ପରିମାଣର ବାଲି ଜବତ ପୂର୍ବକ ନିଲାମକଲେ ଉପଜିଲ୍ଲାପାଳ

Barsahi, Mayurbhanj | Nov 27, 2025
ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଭଦୁଶୋଳ, ବାଲିପାଳ, ଯାମଦାପାଳ, କାଞ୍ଚନପାଳ ଗ୍ରାମରେ ଗୁରୁବାର ଅପରାହ୍ନ ତିନିଟାରେ ଚଢ଼ାଉ କରି ବିପୁଳ ପରିମାଣରେ ମହଜୁଦ ରଖଯାଇଥିବା ବାଲି ଜବତକଲେ ଉପଜିଲ୍ଲାପାଳ l ବେତନଟୀରେ ତହସିଲଦାରଙ୍କୁ ବାଲିମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିବାପରେ ଜିଲ୍ଲାପ୍ରଶାସନ ଆକ୍ସନମୋଡକୁ ଆସିଯାଇଥିବା ବେଳେ ଦୁଇଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି l

MORE NEWS

ବଡସାହି: ଭଦୁଶୋଳ, ବାଲିପାଳ,ଯାମଦାପାଳ, କାଞ୍ଚନପାଳରେ ଥିବା ବେଆଇନ ବାଲି ଡିପୋରେ ଚଢାଉକରି ବିପୁଳ ପରିମାଣର ବାଲି ଜବତ ପୂର୍ବକ ନିଲାମକଲେ ଉପଜିଲ୍ଲାପାଳ - Barsahi News