Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
image
image
image

#ଦୁର୍ଗମ_ଆଦିବାସୀ_ଗାଁରେ_ଟଙ୍କିକିଆ_ଡାକ୍ତର ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି । #latastnewsupdate #doctor #pabitranewsodishalive

MORE NEWS

#ସକାଳର_ବଡ଼_ଖବର 
Sakala Bulletin | 16 August 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 16 August 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Aug 16, 2026

#ଚାନ୍ଦବାଲି_ମତୋ_ପରମାନନ୍ଦପୁରରେ_ଭୟାବହ_ଅଗ୍ନିକାଣ୍ଡ_ବୃଦ୍ଧଙ୍କ_ମୃତ୍ୟୁ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ପରମାନନ୍ଦପୁର ଅଞ୍ଚଳରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରବି ପାତ୍ରଙ୍କ ବାଣ ଗୋଦାମରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା।
#latastnews #breakingnews #bhadrak #chandbali #fire

#ଚାନ୍ଦବାଲି_ମତୋ_ପରମାନନ୍ଦପୁରରେ_ଭୟାବହ_ଅଗ୍ନିକାଣ୍ଡ_ବୃଦ୍ଧଙ୍କ_ମୃତ୍ୟୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ପରମାନନ୍ଦପୁର ଅଞ୍ଚଳରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ରବି ପାତ୍ରଙ୍କ ବାଣ ଗୋଦାମରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା। #latastnews #breakingnews #bhadrak #chandbali #fire

Kendujhar Town, Kendujhar | Aug 16, 2026

ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନେ ଚାନ୍ଦବାଲି ବୈତରଣୀ ନଦୀରେ ନୈଯାତ୍ରାରେ ତିନିଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା କରି ପାଳନ କଲେ ସ୍ୱାଧିନତା ଦିବସ |
 #IndependenceDay #bhadrak #chandbali #Pabitranewsodisha

ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନେ ଚାନ୍ଦବାଲି ବୈତରଣୀ ନଦୀରେ ନୈଯାତ୍ରାରେ ତିନିଶହ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା କରି ପାଳନ କଲେ ସ୍ୱାଧିନତା ଦିବସ | #IndependenceDay #bhadrak #chandbali #Pabitranewsodisha

Kendujhar Town, Kendujhar | Aug 16, 2026