କଟକ ପୌରାଞ୍ଚଳ: କଟକରେ ଶୁଭାରମ୍ଭ ହେଲା ରୂପାୟନ କାର୍ଯ୍ୟକ୍ରମ, ଖୋଲିଲା RRR ସେଣ୍ଟର
କଟକ ମହାନଗର ନିଗମର ନୂଆ ପଦକ୍ଷେପ। ପୁରୁଣା ପୋଷାକକୁ ନୂଆ ରୂପ ଦେବା ପାଇଁ ଏଫ୍ ଏସ୍ ଟି ପି ପ୍ଲାଣ୍ଟରେ ଉଦଘାଟିତ ହେଲା ଆର ଆର୍ ଆର୍ ସେଣ୍ଟର। ଏହି କାର୍ଯ୍ୟକ୍ରମ ଜରିଆରେ ବ୍ୟବହୃତ ସାମଗ୍ରୀର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।