Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
बिहार
कांग्रेस
Congress
Modi
Delhi
Viral
Jharkhand
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
image
image
image
image
image

#ଆଗରେଚାଲିଥିଲା_ମିଠାଇ_ବିକ୍ରି_ପଛରେ_ଗ୍ୟାସ_ରାକେଟ । #୨୫ଟି_ବେଆଇନ_ଗ୍ୟାସ_ସିଲିଣ୍ଡର_ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ବଢ଼ିଥିଲା ଯୁକ୍ତିତର୍କ । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି । #bharatnewsodia #balasore #bhogorai #ambikaprasadratha

Singla, Balasore | Jun 23, 2026

MORE NEWS

#ଆଗରେଚାଲିଥିଲା_ମିଠାଇ_ବିକ୍ରି_ପଛରେ_ଗ୍ୟାସ_ରାକେଟ । #୨୫ଟି_ବେଆଇନ_ଗ୍ୟାସ_ସିଲିଣ୍ଡର_ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ବଢ଼ିଥିଲା ଯୁକ୍ତିତର୍କ । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି । #bharatnewsodia #balasore #bhogorai #ambikaprasadratha - Singla News