#ଆଗରେଚାଲିଥିଲା_ମିଠାଇ_ବିକ୍ରି_ପଛରେ_ଗ୍ୟାସ_ରାକେଟ ।
#୨୫ଟି_ବେଆଇନ_ଗ୍ୟାସ_ସିଲିଣ୍ଡର_ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ବଢ଼ିଥିଲା ଯୁକ୍ତିତର୍କ । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି ।
#bharatnewsodia #balasore #bhogorai #ambikaprasadratha
Singla, Balasore | Jun 23, 2026