Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

Devotees to Benefit from New Drinking Water Service at Uditnagar Jagannath Temple Public Welfare Initiative Enhances Facilities for Temple Visitors Traditional Rituals Mark Inauguration of Water Machine at Panchadev Cultural Trust Rotary Leaders Attend Dedication Ceremony at Jagannath Temple Premises #rourkela #odisha

Raurkela M, Sundargarh | Jun 13, 2026

MORE NEWS

#IAF aircraft plane crash

#IAF aircraft plane crash

Raurkela M, Sundargarh | Jun 13, 2026

Unhygienic conditions in Rourkela Vaishno Devi Mandir entrance due to lack of civic sense of local shopkeeper and Public

Unhygienic conditions in Rourkela Vaishno Devi Mandir entrance due to lack of civic sense of local shopkeeper and Public

Raurkela M, Sundargarh | Jun 13, 2026

**ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆାଇନ୍ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ** 
 ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡ଼ାଇ ନେଇ ଉଦ୍ୟମକୁ ପଣ୍ଡ କରିଦେଇଛି। 
 
Anchor --ସୂଚନା ମୁତାବକ ଢେଙ୍କାନାଳ ସଦର  ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗ୍ରାମର ପଦ୍ମନାଭ ରାଉତଙ୍କ ପରିବାରକୁ ତାଙ୍କ ଭାଇଙ୍କ ପରିବାର ସଦସ୍ୟ ବିଭିନ୍ନ ସମୟରେ ହାରସ କରିବା ଯୋଗୁଁ ପଦ୍ମନାଭଙ୍କ ପରିବାର ହଇରାଣ ହୋଇ ଭାଙ୍ଗିପଡିଛନ୍ତି। ଏପରିକି ମିଛ କେସରେ ପୋଲିସ ମଧ୍ୟ କିଛି ନଶୁଣି ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ ପଦ୍ମନାଭଙ୍କ ପରିବାର ଚାପ ଏବଂ ସମସ୍ୟା ଭିତରେ ରହିଥିଲେ। ପୋଲିସଠାରୁ ଉଚିତ ନ୍ୟାୟ ନ ପାଇବାରୁ ଶେଷରେ ଆଜି ଏସପିଙ୍କ କାର୍ଯ୍ୟାଳୟରେ ସମୁଖରେ ପଦ୍ମନାଭ ଏବଂ ତାଙ୍କ ପୁଅ ଆଇନ୍ ଛାତ୍ର ସରୋଜ କୁମାର ରାଉତ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ ପରିବାର ସଦସ୍ୟଙ୍କ ଉପସ୍ଥିତିରେ କରୁଥିବା ବେଳେ ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡାଇ ନେଇ ବାପା ଓ ପୁଅକୁ କାବୁ କରିଥିଲେ। ସେମାନଙ୍କ ଉପରେ ପାଣି ଢାଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

**ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆାଇନ୍ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ** ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡ଼ାଇ ନେଇ ଉଦ୍ୟମକୁ ପଣ୍ଡ କରିଦେଇଛି। Anchor --ସୂଚନା ମୁତାବକ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗ୍ରାମର ପଦ୍ମନାଭ ରାଉତଙ୍କ ପରିବାରକୁ ତାଙ୍କ ଭାଇଙ୍କ ପରିବାର ସଦସ୍ୟ ବିଭିନ୍ନ ସମୟରେ ହାରସ କରିବା ଯୋଗୁଁ ପଦ୍ମନାଭଙ୍କ ପରିବାର ହଇରାଣ ହୋଇ ଭାଙ୍ଗିପଡିଛନ୍ତି। ଏପରିକି ମିଛ କେସରେ ପୋଲିସ ମଧ୍ୟ କିଛି ନଶୁଣି ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ ପଦ୍ମନାଭଙ୍କ ପରିବାର ଚାପ ଏବଂ ସମସ୍ୟା ଭିତରେ ରହିଥିଲେ। ପୋଲିସଠାରୁ ଉଚିତ ନ୍ୟାୟ ନ ପାଇବାରୁ ଶେଷରେ ଆଜି ଏସପିଙ୍କ କାର୍ଯ୍ୟାଳୟରେ ସମୁଖରେ ପଦ୍ମନାଭ ଏବଂ ତାଙ୍କ ପୁଅ ଆଇନ୍ ଛାତ୍ର ସରୋଜ କୁମାର ରାଉତ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ ପରିବାର ସଦସ୍ୟଙ୍କ ଉପସ୍ଥିତିରେ କରୁଥିବା ବେଳେ ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡାଇ ନେଇ ବାପା ଓ ପୁଅକୁ କାବୁ କରିଥିଲେ। ସେମାନଙ୍କ ଉପରେ ପାଣି ଢାଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ

Raurkela M, Sundargarh | Jun 13, 2026

ରାଉରକେଲା :୧୩/୬:(ଓଡ଼ିଶା ସିଟି ନିୟୁଜ )ରାଉରକେଲା ରେ ଇ ଏସ ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଦାବିନେଇ କର୍ମଚାରୀ ରାଜ୍ୟ ବୀମା ନିଗମ ଇନ୍ସୁରାନ୍ସ କମିଶନର ଓ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ହିନ୍ଦ ମଜଦୁର ସଭାର ଦାବିପତ୍ର ପ୍ରଦାନ।ରାଉରକେଲା ଆଜି ତା 11.06.2026 ରିଖ ଅପରାହ୍ନ ପାଞ୍ଚ ଟା ସମୟରେ ଜେଲରୋଡ ସ୍ଥିତ ଇ ଏସ ଆଇ ସି ମଡେଲ ହସ୍ପିଟାଲ ରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷ ଙ୍କ ପ୍ରକୋଷ୍ଠରେ ହିନ୍ଦ ମଜଦୁର ସଭାର ଏକ ପ୍ରତିନିଧି ମଣ୍ଡଳୀ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଙ୍କ ନେତୃତ୍ୱରେ ସୁନ୍ଦର ଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସର୍ବଶ୍ରୀ ଜଗବନ୍ଧୁ ଜେନା, ଦିଲ୍ଲୀପ ଜେନା, ବିମଳ ବେହୁରିଆ, ରାକେଶ ଚାନ୍ଦ, ତନ୍ମୟ ରଥ, ଅଶୋକ କୁମାର ଦାଶ, ଶ୍ରୀମତୀ ବିଦୁରେଖା ସାହୁ ପ୍ରଭୃତି ଇନ୍ସୁରାନ୍ସ କମିଶନର ଶ୍ରୀଯୁକ୍ତ ପ୍ରଣୟ ସିଂହା  ଓ ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ରୁଦ୍ରଦୀପ ଦତ୍ତ ଙ୍କୁ ଭେଟ୍ଟ କରି,ରାଉରକେଲା ରେ ଇ ଏସ ଆଇ ସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ସ୍ଥାପନ ସହିତ ମଡେଲ ହସ୍ପିଟାଲ କୁ ତୁରନ୍ତ 150 ବେଡ଼ ବିଶିଷ୍ଟ କରାଯିବ, ଖାଲିଥିବା ଅସ୍ଥି ସଲ୍ୟ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ନିଯୁକ୍ତି ଏବଂ ଡିଜିଟାଲ ଏକ୍ସରେ ତୁରନ୍ତ କରିବାକୁ ପ୍ରତିଶ୍ରୁତି ସହିତ ଆଇ. ଜି. ଏଚ  ରେ ରେଫର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ଓ ଔଷଧ ରୋଗୀଙ୍କୁ ପୂର୍ବଭଳି କିଣିବାକୁ ପଡ଼ିବନି ଆଇ. ଜି ଏଚ କତ୍ତୃପକ୍ଷ ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଜିରୋ ଵା ଵିନା ଖର୍ଚ୍ଚରେ ସେବା ଵା ଚିକିତ୍ସା କରିବେ, ମଡେଲ ହସ୍ପିଟାଲ ରେ ମେଲ ଇଣ୍ଡୋର ଵା ପୁରୁଷ ଅନ୍ତର୍ର ବିଭାଗରେ ସେଣ୍ଟ୍ରାଲ ଏୟାର କଣ୍ଡିସନ କାମକରୁନଥିବାରୁ ଚାରୋଟି ଚେମ୍ବର ରେ ଚାରୋଟି ଏୟାର କଣ୍ଡିସନ ଲଗାଇ ବାକୁ ନିଷ୍ପତ୍ତି ଓ ମଡେଲ ହସ୍ପିଟାଲ ରେ ଇଞ୍ଜିନିୟରିଙ୍ଗ ବିଭାଗରେ ହୋଇଥିବା ଅର୍ଥ ଅନିୟମିତତାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଲୋଚନା ପରେ ପ୍ରତିଶୃତି ଦେଇଥିଲେ, ଏହି ଆଲୋଚନାରେ ମଡେଲ ହସ୍ପିଟାଲ ଅଧ୍ୟକ୍ଷ ମାସିହ ପ୍ରକାଶ ମିଞ୍ଜ, ଇ ଏସ ଆଇସି ଷ୍ଟେଟ ମେଡିକାଲ ଅଫିସର ଡା ଆଭା ତିର୍କୀ, ମଡେଲ ହସ୍ପିଟାଲର ନୋଡାଲ ଅଫିସର ଡା ଲାଲମୋହନ ମିଶ୍ର, ଉପ ନିର୍ଦ୍ଦେଶକ ସଂଜୀବ କୁମାର ଉପସ୍ଥିତ ଥିଲେ