Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
बिहार
बारिश
India
भाजपा
Accident
Congress
Modi
Delhi
Viral
Up
Bollywood
Breakingnews
Madhya_pradesh
Madhyapradesh
Pmmodi
Rahulgandhi
Biharfloods
Chhattisgarh
Uttarpradesh
Haryana
Cricket
Uttarakhand
surajtv
#ଘଟଣା_କୁ_ଘୋର_ନିନ୍ଦା_କଲେ_ଜିଲ୍ଲା_କଂଗ୍ରେସର_ଉପସଭାପତି #ନିଜକୁ_ଅତିରିକ୍ତ_ଏସ୍ପି_କହି_ବୁମ୍_ଓ_ମୋବାଇଲ_ଛଡ଼ାଇ_ନେବା_ଅଅଭିଯୋଗ ବାଲେଶ୍ୱର ଜିଲ୍ଲା ରୂପସା ଥାନା ପରିସରରେ ସାମ୍ବାଦିକଙ୍କ ସହ ମାରପିଟ୍ ଓ ଦୁର୍ବ୍ୟବହାର ଅଭିଯୋଗ ଆସିଛି। ଜଣେ ବ୍ୟକ୍ତି ନିଜକୁ ଅତିରିକ୍ତ ଏସ୍ପି ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏକ ଘଟଣାକୁ ନେଇ ସାମ୍ବାଦିକ ପ୍ରତିକ୍ରିୟା ମାଗିବା ସମୟରେ ଉକ୍ତ ବ୍ୟକ୍ତି ସାମ୍ବାଦିକଙ୍କ ହାତରୁ ବୁମ୍ ଓ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ମାରପିଟ୍ କରିଥିବା ଅଭିଯୋଗ ରହିଛି।ଥାନା ପରିସର ଭଳି ସ୍ଥାନରେ ଏଭଳି ଘଟଣାକୁ ନେଇ ଘୋର ନିନ୍ଦା କରିଛନ୍ତି ଜିଲ୍ଲା କଂଗ୍ରେସର ଉପସଭାପତି ସୁଧାଂଶୁ ଶେଖର ଜେନା CMO Odisha Pratap Chandra Sarangi Surajtv Surajtv Odia PMO India Brajamohan Pradhan Rabindra Kumar Jena Prabhati Parida Kanak Vardhan Singh Deo Rahul Gandhi #balasore
Basta, Balasore
| Aug 30, 2026
#ଘଟଣା_କୁ_ଘୋର_ନିନ୍ଦା_କଲେ_ଜିଲ୍ଲା_କଂଗ୍ରେସର_ଉପସଭାପତି
#ନିଜକୁ_ଅତିରିକ୍ତ_ଏସ୍ପି_କହି_ବୁମ୍_ଓ_ମୋବାଇଲ_ଛଡ଼ାଇ_ନେବା_ଅଅଭିଯୋଗ
#balasore
MORE NEWS
Basta, Balasore | Aug 30, 2026
Basta, Balasore | Aug 30, 2026
Basta, Balasore | Aug 30, 2026
Basta, Balasore | Aug 30, 2026
Basta, Balasore | Aug 30, 2026
Basta, Balasore | Aug 30, 2026
Basta, Balasore | Aug 30, 2026
ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା କୁ ତୀବ୍ର ନିନ୍ଦା କଲେ ଜିଲ୍ଲା କଂଗ୍ରେସ ଉପସଭାପତି ସୁଧାଂଶୁ ଶେଖର ଜେନା #mahimatv #BASTA
Basta, Balasore | Aug 30, 2026