Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଛେଣ୍ଡିପଦା: କୋଶଳାର ଐତିହାସିକ ମା' ରାମଚଣ୍ଡୀଙ୍କ ବାର୍ଷିକ ଯାତ୍ରାରେ ଜାତୀୟ ପତାକା ଉତ୍ତୋଳନ

Chhendipada, Angul | Aug 11, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସ୍ୱାଧୀନତା ସଂଗ୍ରାମୀଙ୍କ ମାଟି କୋଶଳା ଠାରେ ସ୍ୱାଧୀନତା ସଂଗ୍ରାମୀ ମେମରିଆଲ ଟ୍ରଷ୍ଟ ପକ୍ଷରୁ ସମବାର ସକାଳ ୮ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋଶଳା ଗ୍ରାମ ସଭାପତି ଓ ରାମ ଚଣ୍ଡୀ ଟ୍ରଷ୍ଟବୋର୍ଡ ସଭାପତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଲୋକନାଥ ପ୍ରଧାନଙ୍କ ପରିବାର ଲୋକେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l