ନୟାଗଡ: ନୟାଗଡ଼ରେ ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ-2026
ନୟାଗଡ଼ କେ.ସି. କ୍ଲବ୍ ପରିସରରେ ନଭେମ୍ବର 28 ଓ 29 ତାରିଖ ଦୁଇଦିନ ଧରି ପ୍ରଥମ ଭଗବାନ ଅଗ୍ରୱାଲ ସ୍ମୃତି ଅଲ୍ ଓଡ଼ିଶା ବ୍ରିଜ୍ ଟୁର୍ଣ୍ଣାମେଣ୍ଟ-2026 ଅନୁଷ୍ଠିତ ହେଉଛି । ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି ।