Public App Logo
Jansamasya
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
No video available

ସମ୍ବଲପୁର ମ୍ୟୁନିସିପାଲଟି: ଭିଏସଏସ ଷ୍ଟାଡିୟମରେ ୧୩ ତମ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କଲା ହାଇଦ୍ରାବାଦ

Sambalpur M, Sambalpur | Feb 28, 2025
ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ୧୩ ତମ ସର୍ବଭାରତୀୟ ଫୁଟବଲ ସମ୍ବଲପୁର କପ୍ ଅନୁଷ୍ଠିତ ହେଉଛି।ତେବେ ଆଜି ଏହି ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଖେଲଟି ସମଲେଶ୍ଵରୀ ଷ୍ପୋଟିଙ୍ଗ ଓ ଶ୍ରିନିଦି ଡେକାନ ହାଇଦ୍ରାବାଦ ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଥମ ସେମିଫାଇନାଲ ମ୍ଯାଚରେ ଟ୍ରାଇବ୍ରେକର ମାଧ୍ୟମରେ ସମ୍ବଲେଶ୍ବରୀ ସ୍ପୋର୍ଟିଂକୁ 4, 2 ଗୋଲରେ ପରାସ୍ତ କରି ବିଜୟୀ ହେବାସହ ଶ୍ରିନିଦି ଡେକାନ ହାଇଦ୍ରାବାଦ ଫାଇନାଲରେ ପ୍ରବେଶ କରିଛି।

MORE NEWS