Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ସୋନପୁର: ସୁବଳୟାରେ ନବମ ବାବା ଅବଧୂତ ମହୋତ୍ସବ ନିମନ୍ତେ ଆଜ୍ଞ୍ୟାମାଳ ଶୋଭାଯାତ୍ରା ଅନୁଷ୍ଠିତ

ସଂସ୍କୃତି ଓ ପରମ୍ପରା ର ପୃଷ୍ଟଭୂମି ସୁବର୍ଣ୍ଣପୁର ଜିଲ୍ଲା ସଦା ସର୍ବଦା ତାର ଐତିହ, ସଂସ୍କୃତି ଏବଂ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ସଦା ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ, ଏଠି ବାର ମାସରେ ଅନୁଷ୍ଠିତ ହୋଇଥାଏ ତେର ପର୍ବ, ଯେମିତିକି ଜିଲ୍ଲାର ସୁବଳୟାର ବାବା ଅବଧୂତ ମହୋତ୍ସବ l ଏହିମହୋତ୍ସବ ଚଳିତ ବର୍ଷ ନବମ ବର୍ଷରେ ପଦାର୍ପଣ କରିଥିବା ବେଳେ, ମହୋତ୍ସବର ଆୟୋଜକ ବାବା ଅବଧୂତ ସାଂସ୍କୃତିକ ସଙ୍ଘ ସୁବଳୟା ଧିବାର ପଡା l

MORE NEWS

ସମୀକ୍ଷା ସାପ୍ତାହିକ ଖବରକାଗଜର ବିଂଶତମ ସ୍ଵନକ୍ଷେତ୍ର ସମାରୋହ ୨୦୨୬

ସମୀକ୍ଷା ସାପ୍ତାହିକ ଖବରକାଗଜର ବିଂଶତମ ସ୍ଵନକ୍ଷେତ୍ର ସମାରୋହ ୨୦୨୬

Sonapur, Subarnapur (Sonepur) | Aug 8, 2026

#ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି
ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ  ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି 
District Administration Subarnapur 
#district_administration_subarnapur #dist_admin_subarnapur #dfosubarnapur
#rishitv #hilights #trendingpost #lowwork

#ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork

Sonapur, Subarnapur (Sonepur) | Aug 8, 2026

#ବଲାଡୀ_ଉଚ୍ଚବିଦ୍ୟାଳୟ_ରେ_ଦୁର୍ନୀତି_ଅଭିଯୋଗ_ଆଣିଲେ
ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି। ପ୍ରତିବାଦ କଲେ ଦୁଃର୍ବ୍ୟବହାର କରାଯାଉଛି। ଏମିତି ଏକ ଘଟଣା ସୁବର୍ଣପୁର ଜିଲ୍ଲା  ସୋନପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡ଼ିରୁ ଆସିଛି ଅଭିଯୋଗ. 
 #Masseducation #rishitv #Masseducation 
#baladi #highschool #teacher #highlight 
#viralreelsシ #viralreels

#ବଲାଡୀ_ଉଚ୍ଚବିଦ୍ୟାଳୟ_ରେ_ଦୁର୍ନୀତି_ଅଭିଯୋଗ_ଆଣିଲେ ବିଦ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଚାଲିଛି। ପ୍ରତିବାଦ କଲେ ଦୁଃର୍ବ୍ୟବହାର କରାଯାଉଛି। ଏମିତି ଏକ ଘଟଣା ସୁବର୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଲାଡ଼ିରୁ ଆସିଛି ଅଭିଯୋଗ. #Masseducation #rishitv #Masseducation #baladi #highschool #teacher #highlight #viralreelsシ #viralreels

Sonapur, Subarnapur (Sonepur) | Aug 5, 2026