ଜଟଣୀ ସ୍ଥିତ ସେଞ୍ଚୁରୀଅନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ | ଏହି କାର୍ଯ୍ୟକ୍ରମ 6 ତାରିଖ ଅପରାହ୍ନ 5 ଘଣ୍ଟିକା ସମୟରେ ଶେଷ ହୋଇଥିଲା |