Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଗୋବିନ୍ଦପୁର: ମଇନାପଡ଼ା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Govindpur, Sambalpur | Jul 6, 2025
ବାମରା ସ୍ଥିତ ମଇନାପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଗୋବିନ୍ଦପୁର କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ, ନିଜ ଚାକିରି ଜୀବନ ରୁ ଅବସର ଗ୍ରହଣ କରିଥିବା ମଇନାପଡ଼ା ପ୍ରାଧମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଭଗବତୀ ପଟେଲଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ଅତିଥି, ସହକର୍ମୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗୋବିନ୍ଦପୁର CRCC ନିତ୍ୟାନନ୍ଦ ସୁନାନିଙ୍କ ସଭାପତିତ୍ବରେ ରବିବାର ଦିନ ଆୟୋଜିତ ହୋଇ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ହୃଦାନନ୍ଦ ପ୍ରଧାନ ଯୋଗ ଦେଇ ଉତ୍ସାହିତ କରିଥିଲ।