Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Pmmodi
Rahulgandhi
यूपी
सपा
Pm
Uttarpradesh
Haryana
Uttarakhand
बाढ़
Crimenews
Aap

ଭଦ୍ରକ: ବିପଦ ସଙ୍କେତ ଉପରେ ସାଳନ୍ଦୀ ନଦୀର ଜଳସ୍ତର ପ୍ରବାହିତ, ୧୯୯୯ ମସିହା ବନ୍ୟାରେ ଯେଉଁ ସ୍ଥାନକୁ ପାଣି ପଶି ନଥିଲା ଚଳିତ ବର୍ଷ ବନ୍ୟାରେ ପଶିଲା। ଭଦ୍ରକ ପୌରାଞ୍ଚଳର ଅନେକ ଗାଁ ଜଳବନ୍ଦୀ। #citykhabarbhadrak

Bhadrak Rural, Bhadrak | Jul 30, 2026

MORE NEWS

ଭଦ୍ରକ:: ଅସରାଏ ବର୍ଷାରେ ନଦୀର ଭ୍ରମ ପାଲଟିଛି ରାହାଞ୍ଜ ବାଇପୁର ଓଭର ବ୍ରିଜ ବାଇପାସ ରାସ୍ତା #ରାହାଞ୍ଜ_ଗ୍ରାମର_ସମାଜ_ସେବି_ଆଗକୁ_ଆସି #ଗଣମାଧ୍ୟମ_ସମ୍ମୁଖରେ_ପ୍ରତିକ୍ରିୟା_ରଖିଛନ୍ତି ଆଉ କହିଛନ୍ତି #ପ୍ରଶାସନ  #ଆମଠାରୁ_ପରାମର୍ଶ_ନିଅନ୍ତୁ_ଏବଂ_ଯଦି_ଆମକୁ_ପାୱାର_ଦେବେ_ତେବେ #ଏକ_ଘଣ୍ଟା_ରେ_ପାଣି_ନିଷ୍କାସନ_କରିଦେଖାଇବୁ ବୋଲି କହିଛନ୍ତି ସମାଜସେବି ଦାମୋଦର ସାହୁ
#SSNews  #Bhadraknews  #BREAKING  #BreakingNews #Odisha #waterfall #viralpost

ଭଦ୍ରକ:: ଅସରାଏ ବର୍ଷାରେ ନଦୀର ଭ୍ରମ ପାଲଟିଛି ରାହାଞ୍ଜ ବାଇପୁର ଓଭର ବ୍ରିଜ ବାଇପାସ ରାସ୍ତା #ରାହାଞ୍ଜ_ଗ୍ରାମର_ସମାଜ_ସେବି_ଆଗକୁ_ଆସି #ଗଣମାଧ୍ୟମ_ସମ୍ମୁଖରେ_ପ୍ରତିକ୍ରିୟା_ରଖିଛନ୍ତି ଆଉ କହିଛନ୍ତି #ପ୍ରଶାସନ #ଆମଠାରୁ_ପରାମର୍ଶ_ନିଅନ୍ତୁ_ଏବଂ_ଯଦି_ଆମକୁ_ପାୱାର_ଦେବେ_ତେବେ #ଏକ_ଘଣ୍ଟା_ରେ_ପାଣି_ନିଷ୍କାସନ_କରିଦେଖାଇବୁ ବୋଲି କହିଛନ୍ତି ସମାଜସେବି ଦାମୋଦର ସାହୁ #SSNews #Bhadraknews #BREAKING #BreakingNews #Odisha #waterfall #viralpost

Bhadrak Rural, Bhadrak | Jul 30, 2026

ଭଦ୍ରକ: ନଦୀବନ୍ଧ ଉପର ଦେଇ ବଢ଼ି ପାଣି ପ୍ରବାହିତ, ୭୦୦ ରୁ ଉର୍ଦ୍ଧ ଘର ଜଳ ବନ୍ଦୀରେ। ଭଦ୍ରକ ପୌରାଞ୍ଚଳ ୨୮ ଓ ୨୭ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି।
#citykhabarbhadrak

ଭଦ୍ରକ: ନଦୀବନ୍ଧ ଉପର ଦେଇ ବଢ଼ି ପାଣି ପ୍ରବାହିତ, ୭୦୦ ରୁ ଉର୍ଦ୍ଧ ଘର ଜଳ ବନ୍ଦୀରେ। ଭଦ୍ରକ ପୌରାଞ୍ଚଳ ୨୮ ଓ ୨୭ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି। #citykhabarbhadrak

Bhadrak Rural, Bhadrak | Jul 30, 2026

ଭଦ୍ରକ: ଯାତ୍ରା ଦୁର୍ଗା ମନ୍ଦିରର ଆଜି ଫାଇନାଲ ନାଟକ ହେବ ମଞ୍ଚସ୍ଥ, ସୁପର ହିଟ୍ ନାଟକ ସୁରେଶ ପଣ୍ଡାଙ୍କୁ ସହେ ସଲାମ।
#citykhabarbhadrak

ଭଦ୍ରକ: ଯାତ୍ରା ଦୁର୍ଗା ମନ୍ଦିରର ଆଜି ଫାଇନାଲ ନାଟକ ହେବ ମଞ୍ଚସ୍ଥ, ସୁପର ହିଟ୍ ନାଟକ ସୁରେଶ ପଣ୍ଡାଙ୍କୁ ସହେ ସଲାମ। #citykhabarbhadrak

Bhadrak Rural, Bhadrak | Jul 30, 2026

ଭଦ୍ରକ: ବିପଦ ସଙ୍କେତ ଉପରେ ସାଳନ୍ଦୀ ନଦୀର ଜଳସ୍ତର ପ୍ରବାହିତ, ୧୯୯୯ ମସିହା ବନ୍ୟାରେ ଯେଉଁ ସ୍ଥାନକୁ ପାଣି ପଶି ନଥିଲା ଚଳିତ ବର୍ଷ ବନ୍ୟାରେ ପଶିଲା। ଭଦ୍ରକ ପୌରାଞ୍ଚଳର ଅନେକ ଗାଁ ଜଳବନ୍ଦୀ। #citykhabarbhadrak - Bhadrak Rural News