ବାଲେଶ୍ୱର: ବକେୟା ପାରିଶ୍ରମିକ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆନ୍ଦୋଳନ ଚେତାବନୀ
Baleshwar, Balasore | Oct 28, 2026
ବାଲେଶ୍ୱରରେ ବକେୟା ପାରିଶ୍ରମିକ ଦାବିରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର ଆନ୍ଦୋଳନ ଚେତାବନୀ। ୧୫ ଦିନ ମଧ୍ୟରେ ପାଉଣା ନ ମିଳିଲେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ସୂଚନା। ୨୦୨୩ ଜାନୁଆରୀରୁ ସେମାନେ ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି।