Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
Rajasthan
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
No video available

ସୁନ୍ଦରଗଡ ସହର: ଖମାରିପଡା ରେ ନବ ନିର୍ମିତ ଘର ଭିତରେ ଥିବା ଖୋଲା କୂଅ ରେ ପଡ଼ି ଯାଇଥିବା ଷଣ୍ଢ ଟିକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସମାଜସେବୀ।

ଖମାରିପଡା ରେ ନବନିର୍ମିତ ଅଂଶୁମାନ ମହାପାତ୍ର ଙ୍କ ଘର ଭିତରେ ଥିବା ଖୋଲା ଗଭୀର କୂଅ ରେ ଆଜି ଛୋଟ ଷଣ୍ଢଟିଏ ପଡିଯାଇଥିଲା ଏହାକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସମାଜସେବୀ ବିନୋଦ କଳସେର, ସୁମନ୍ତ ମହାପାତ୍ର ଓ ଅଶୋକ ସାହୁ।ପରେ ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ଆସି ଆହତ ହୋଇଥିବା ଷଣ୍ଢ ଟିକୁ ଚିକିତ୍ସା କରିଥିଲେ।

MORE NEWS