Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ବଲାଙ୍ଗୀର: କୋଶଲ କଳା ମଣ୍ଡପ ଠାରେ ଆୟୋଜିତ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଉପ ମୁଖ୍ୟମନ୍ତ୍ରୀ

Balangir, Balangir | Nov 1, 2025
ବଲାଙ୍ଗୀର ଦିନ ଅବସରରେ କୋଶଲ କଳା ମଣ୍ଡପ ଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଆଜି ଉପମୁଖ୍ୟମନ୍ତ୍ରୀ ଯୋଗଦେଇ ଜନସାଧାରଣଙ୍କ ସହ ଆଲୋଚନା କଲେ। ଏହି ଅବସରରେ ସେ ବଲାଙ୍ଗୀର ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ଅଞ୍ଚଳୀୟ ପରମ୍ପରାକୁ ଗୌରବ କରି କହିଲେ ଯେ, କୋଶଳ ଅଞ୍ଚଳ ଓଡ଼ିଶାର ଗର୍ବ। ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ସରକାର ଦ୍ୱାରା ନିଜେଷ୍ଟ ଯୋଜନା ଚାଲିଛି ବୋଲି ମଧ୍ୟ ସେ ଉଲ୍ଲେଖ କରି ଥିଲେ

MORE NEWS

ବଲାଙ୍ଗୀର: କୋଶଲ କଳା ମଣ୍ଡପ ଠାରେ ଆୟୋଜିତ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଉପ ମୁଖ୍ୟମନ୍ତ୍ରୀ - Balangir News