Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh

ଭଦ୍ରକ ଗ୍ରାମାଞ୍ଚଳ: ବିଶ୍ୱ ସଂଗୀତ ଦିବସ ଅବସରରେ ଭଦ୍ରକ ରେ ଉତ୍କଳ ମ୍ୟୁଜ଼ିକ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଲେ ଭଦ୍ରକ ବିଧାୟକ

Bhadrak Rural, Bhadrak | Jun 21, 2026

MORE NEWS

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି।
#citykhabarbhadrak

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ମହାପାତ୍ର ବିପନ୍ନଙ୍କୁ ଭେଟି ବିଭାଗୀୟ ଅଧିକାରୀଙ୍କ ସହ କଥା ହେଉଛନ୍ତି। ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମୋଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି। #citykhabarbhadrak

Bhadrak Rural, Bhadrak | Jul 28, 2026

ଭଦ୍ରକ: ନଦୀବନ୍ଧ ଉପର ଦେଇ ବଢ଼ି ପାଣି ପ୍ରବାହିତ, ୭୦୦ ରୁ ଉର୍ଦ୍ଧ ଘର ଜଳ ବନ୍ଦୀରେ। ଭଦ୍ରକ ପୌରାଞ୍ଚଳ ୨୮ ଓ ୨୭ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି।
#citykhabarbhadrak

ଭଦ୍ରକ: ନଦୀବନ୍ଧ ଉପର ଦେଇ ବଢ଼ି ପାଣି ପ୍ରବାହିତ, ୭୦୦ ରୁ ଉର୍ଦ୍ଧ ଘର ଜଳ ବନ୍ଦୀରେ। ଭଦ୍ରକ ପୌରାଞ୍ଚଳ ୨୮ ଓ ୨୭ ନମ୍ବର ୱାର୍ଡର କିଛି ଏରିଆରେ ଏବେ ସାଳନ୍ଦୀ ବଢ଼ି ପାଣି ଘେରରେ । ନଦୀବନ୍ଧ ଉପର ଦେଇ ପ୍ରବାହିତ ହେଉଛି ସାଳନ୍ଦୀ ପାଣି। #citykhabarbhadrak

Bhadrak Rural, Bhadrak | Jul 28, 2026

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି।
#citykhabarbhadrak

ଭଦ୍ରକ: ହଟାତ ମାଡ଼ି ଆସିଲା ସାଳନ୍ଦୀ ପାଣି, ଭଦ୍ରକ ବ୍ଲକ ଖଣ୍ଡତଡ଼ା ପଞ୍ଚାୟତ ମଉଦା ଆଦିବାସୀ ବସ୍ତି ଜଳମୟ। ଘାଇ ଭାଙ୍ଗି ମାଡ଼ି ଆସିଲା ବଢ଼ି ପାଣି ୫୦ ରୁ ଉର୍ଦ୍ଧ ଘର ଭିଟାମାଟି ଛାଡି ପଞ୍ଚାୟତ କାର୍ଯ୍ୟଳୟ ରେ ଆଶ୍ରୟ ନେଇଛନ୍ତି। #citykhabarbhadrak

Bhadrak Rural, Bhadrak | Jul 28, 2026