Public App Logo
Jansamasya
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
Kedarnath
Weather
Rahul
Indianews
���ंगाल
New_delhi
Akhileshyadav

ଆସିକା: ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଙ୍କ ନାମରେ ଗୋଟିଏ ସଂସ୍ଥା ମିଥ୍ୟା ଖବର ପ୍ରସାରଣ ପରେ ଆସିକା ଠାରେ ପ୍ରତିକ୍ରିୟା ରଖିଲେ ନେତ୍ରୀ

Asika, Ganjam | Nov 27, 2025
କଂଗ୍ରେସ ଦଳର ମହିଳା ନେତ୍ରୀ ଙ୍କୁ କରାଯାଉଛି ବଦନାମ l ଚରିତ୍ର ସହାରକରି ଗୋଟିଏ ସଂସ୍ଥା ମିଥ୍ୟା ଖବର ପ୍ରଶାରଣ କରୁଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ର ଆଗଧାଡିର ର ମହିଳା ନେତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ସୂଦୀପ୍ତା ଦାଶ l ଆସିକା ସହାର ବାସ ଗୃହ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି କିଛିଦିନ ହେବ ଗୋଟିଏ ସଂସ୍ଥା ତାଙ୍କୁ ନେଇ ଗୋଟିଏ ଖବର ପ୍ରଶାରଣ କରୁଛି l